fbpx
Home Entertainment ଡ୍ରେସକୁ ନେଇ ସମାଲୋଚିତ ହେଲେ ପରିଣିତି

ଡ୍ରେସକୁ ନେଇ ସମାଲୋଚିତ ହେଲେ ପରିଣିତି

ବିଲିଉଡ୍‌ର ବହୁ ପ୍ରତିକ୍ଷୀତ ସିନେମା ‘ନମସ୍ତେ ଲଣ୍ଡନ’ର ପ୍ରମୋଶନ ଜୋରଦାର ଚାଲିଛି। ଏହି ରୋମାଣ୍ଟିକ କମେଡି ଫିଲ୍ମରେ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଅର୍ଜୁନ କପୁର ନଜର ଆସିବେ। ଫିଲ୍ମର ପ୍ରମୋଶନକୁ ନେଇ ଉଭୟ ବେଶ୍‌ ଉତ୍ସାହିତ ଅଛନ୍ତି। ଫିଲ୍ମ ନିର୍ମାତାଙ୍କ ସହ ହିରୋ ହିରୋଇନ ସୋଶାଲ୍‌ ମିଡିଆରେ ମଧ୍ୟ ସିନେମାର ପ୍ରମୋଶନ କରୁଛନ୍ତି।

କିନ୍ତୁ ଏହାରି ଭିତରେ ଅଭିନେତ୍ରୀ ପରିଣୀତି ଚୋପ୍ରା ପ୍ରମୋଶନ୍‌ ବେଳେ ପିନ୍ଧିଥିବା ବଡି ହଗିଙ୍ଗ୍‌ ଡ୍ରେସ୍‌କୁ ନେଇ ସୋଶାଲ୍‌ ମିଡିଆରେ ଝଡ଼। ଏହି ଡ୍ରେସ୍‌ ପାଇଁ ତାଙ୍କୁ କଟୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ସୋଶାଲ୍‌ ମିଡିଆରେ ପରିଣୀତିଙ୍କର ଏହି ଫଟୋ ଭାଇରାଲ୍‌ ହେବାରେ ଲାଗିଛି।ସମସ୍ତ ଶାଳୀନତାକୁ ଭୁଲି ପରିଣୀତି ଏମିତି ପୋଷାକ ପିନ୍ଧିଛନ୍ତି ବୋଲି ଟ୍ରୋଲରମାନେ କହିଛନ୍ତି।

ଏହି ପୋଷାକ ପରିଧାନକୁ ନେଇ ସେ ଏଭଳି କଟୁ ଶବ୍ଦରେ ଟ୍ରୋଲ୍‌ ହୋଇଛନ୍ତି, ହୁଏତ ଏମିତି ବହୁ କମ୍‌ ଅଭିନେତା ଅଭିନେତ୍ରୀ ସାମ୍ନା କରିଥିବେ। ଏମିତି କି ପରିଣୀତି ଏହି ପୋଷାକ ପିନ୍ଧିବା ପରେ ଆଇନା ଆଗରେ ଛିଡା ହୋଇନାହାନ୍ତି ବୋଲି ସୋଶାଲ୍‌ ମିଡିଆରେ ଚର୍ଚ୍ଚା ହୋଇଛି। କିଛି ଟ୍ରୋଲର ତାଙ୍କୁ ପର୍ଣ୍ଣ ଫିଲ୍ମରେ ଅଭିନୟ କରିବାକୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ରାଜ୍ୟରେ ପ୍ରଥମ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ମହାମାରୀ କରୋନା ରାଜ୍ୟରେ ପ୍ରଥମ ମୁଣ୍ଡ ନେଇଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୭୨ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ତାଙ୍କ ଘର ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳରେ। ସେ ଏପ୍ରିଲ ୪...

ରାଜଧାନୀରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ପୁଣି ଜଣେ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ତାଙ୍କ ଘର  ୟୁନିଟ୍‌ ୪ ମଧୁସୂଦନ ନଗରରେ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଯୁବକ ଜଣକ ବୟସ...

କେନ୍ଦ୍ରାପଡାର ୧୨ ଗାଁ ୪୮ଘଣ୍ଟା ପାଇଁ ସିଲ୍‌

କେନ୍ଦ୍ରାପଡ଼ା: କେନ୍ଦ୍ରାପଡାର ଜଣେ ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ୍  ଚିହ୍ନଟ ହୋଇଛନ୍ତି। ଏହି ଯୁବକ ଜଣକ ଗତ ମାସ ୨୪ ତାରିଖରେ ଦୁବାଇରୁ ଫେରିଥିଲେ । ଏହି ସଂକ୍ରମିତ ଯୁବକ ଜଣକ...

ରିଲିଜ ହେଲା “ମୁସ୍କୁରାଏଗା ଇଣ୍ଡିଆ…ଫିର୍ ଜିତ ଜାଏଗା ଇଣ୍ଡିଆ’, ଭିଡିଓ ସେୟାର ବଲିଉଡ ଆକ୍ଟରଙ୍କୁ ସଲାମ ଜଣାଇଲେ ମୋଦି

ବିଶ୍ୱରେ କରୋନା ଭାଇରସର ପ୍ରକୋପକୁ ନଜର ରଖି ଫିଲ୍ମ ଜଗତର ଜଣାଶୁଣା ଅଭିନେତାଅଭିନେତ୍ରୀ ଏକଜୁଟ୍ ହୋଇଥିବା ଦର୍ଶାଇଛନ୍ତି । କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଡରକୁ ଦୂର କରିବା ପାଇଁ "ମୁସ୍କୁରାଏଗା ଇଣ୍ଡିଆ...ଫିର୍...

Recent Comments

>