ହଟ୍ ଫୋଟସୁଟ୍ କଲେ ସାରା

ସୈଫ୍ ଅଲ୍ଲି ଖାନଙ୍କ ତନୟା ସାରା ଅଲ୍ଲୀ ଖୁବ୍ କମ୍ ଦିନରେ ବଲିଉଡରେ ନିଜର ଦବ୍‌ଦବା ଜାହିର କରିପାରିଛନ୍ତି । ସେ ମାତ୍ର ୨ଟି ଫିଲ୍ମ କରିଥିଲେ ମଧ୍ୟ ତାଙ୍କର ଫୋଲର୍ସଙ୍କ ସଂଖ୍ୟା ବହୁତ ବଢିଯାଇଛି, ଯାହା ଅନ୍ୟ ନବାଗତ ନାୟିକାଙ୍କ କ୍ଷେତ୍ରରେ କ୍ୱଚିତ୍ ଦେଖାଯାଏ । ନିକଟରେ ସେ ଏକ ମାଗାଜିନ କଭର ପୃଷ୍ଠା ପାଇଁ ଏକ ଫଟୋ ସୁଟ୍ କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରଲ ହେବାରେ ଲାଗିଛି । ଏହି ଫଟୋ ନିଜେ ଇଷ୍ଟ୍ରାଗ୍ରାମରେ ସେୟାର କରିଛନ୍ତି । ଫଟୋରେ କଳାର ଝିଲମିଲ୍ ପୋଷାକରେ ସେ ବେଶ୍ ହଟ୍ ଲାଗୁଛନ୍ତି ।

Loading...
>