ପୁଅକୁ କାଖେଇ ଲଞ୍ଚରେ ପହଞ୍ଚିଲେ ସନ୍ନି, ଫଟୋ ହେଲା ଭାଇରାଲ

ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ ନିକଟରେ ନିଜ ପୁଅ ସହ ଲଞ୍ଚ ସ୍ଥଳରେ ଫଟୋରେ କଏଦ ହୋଇଥିଲେ । ଏହି ଅବସରରେ ଉଭୟେ ଖୁବ୍ କ୍ୟୁଟ୍ ଲାଗୁଥିଲେ । ଆଉଣ୍ଟିଙ୍ଗ ସମୟରେ ସନ୍ନି ପିକ୍ କଲର ଟପ୍ ଓ ବ୍ଲୁ କଲର ଡେନିମରେ ବହୁତ ଗ୍ଲାମରସ ଲାଗୁଥିଲେ । ପୁଅକୁ କାଖେଇ ସନ୍ନି ଲିଓନ ମିଡିଆ ଆଗରେ ଖୁବ୍ ସ୍ମାଇଲ ଦେଉଥିଲେ । ଏହି ସମୟରେ ସନ୍ନିଙ୍କ ପୁଅ ବ୍ଲୁ ଓ ହ୍ୱାଇଟ୍ କଲର ଡ୍ରେସରୁ ଖୁବ୍ ସୁନ୍ଦର ଲାଗୁଥିଲେ । ସୂଚନାଯୋଗ୍ୟ ଯେ, ସନ୍ନି ଲିଓନ ଓ ତାଙ୍କ ପତି ଡେନିଏଲ ପ୍ରଥମେ ନିଶା କୌର ବେବରଙ୍କୁ ପୌଷ୍ୟ ସନ୍ତାନ ରୂପେ ଗ୍ରହଣ କରିଥିଲେ । ସନ୍ନି ଓ ଡେନିଏଲ ଗତ ବର୍ଷ ମାର୍ଚ୍ଚ ମାସରେ ସେରୋଗେସୀ ସାହାଯ୍ୟରେ ଜାଆଁଳା ଶିଶୁର ମାତାପିତା ହୋଇଥିଲେ । ପ୍ରାୟ ସବୁବେଳେ ନିଜ ପିଲାମାନଙ୍କ ସହ ପତିପତ୍ନୀ ଖୁବ୍ କ୍ୟୁଟ୍ ଫଟୋ ସବୁ ଛାଡିଥାନ୍ତି । ଏବେ ସନ୍ନିଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥି ଷ

Loading...
>