fbpx
Home Entertainment କରୋନା ଭୟ : ନିଜକୁ ରୁମରେ ଲକ୍ କଲେ କଙ୍ଗନା

କରୋନା ଭୟ : ନିଜକୁ ରୁମରେ ଲକ୍ କଲେ କଙ୍ଗନା

ମୁମ୍ବାଇ: କଙ୍ଗନାଙ୍କ ଇନଷ୍ଟାଗ୍ରାମ୍ ପେଜରେ ତାଙ୍କର ଏକ ଫଟୋ ସେୟାର କରାଯାଇଛି,ଯେଉଁଥିରେ ସେ ସଦଗୁରୁଙ୍କ ଲେଖା ଯାଇଥିବା ପୁସ୍ତକ ‘ଡେଥ୍’ ପଢ଼ୁଥିବାର ନଜର ଆସୁଛନ୍ତି। କଙ୍ଗନା ଏହି ପୁସ୍ତକ ସବୁବେଳେ ଅନ୍ୟମାନଙ୍କୁ ପଢ଼ିବାକୁ ପରାମର୍ଶ ଦିଅନ୍ତି। କଙ୍ଗନା ରଣୌତ ଏବେ ମନାଲିରେ ନିଜ ଘରେ କ୍ବାରେଣ୍ଟାଇନରେ ସମୟ ବିତାଉଛନ୍ତି। ଏଠାରୁ ସେ ନିଜ ପୁତୁରା ପୃଥ୍ବୀରାଜଙ୍କ ସହ ଅନେକ ଫଟୋ ସେୟାର କରିଛନ୍ତି।ଏହା ବ୍ୟତୀତ କଙ୍ଗନା ସଦଗୁରୁଙ୍କ ଲିଖିତ ଇନର ଇଞ୍ଜିନିୟରିଂ ଏବଂ ମିଷ୍ଟିକ୍ ମ୍ୟୁସିଙ୍ଗସ୍ ମଧ୍ୟ ପଢ଼ିବାକୁ ପରାମର୍ଶ ଦିଅନ୍ତି। କଙ୍ଗନା ଏବେ ପୁତୁରା ପୃଥ୍ବୀରାଜଙ୍କ ସହ କ୍ବାଲିଟି ଟାଇମ୍ ସ୍ପେଣ୍ଡ କରୁଛନ୍ତି। କଙ୍ଗନା କ୍ବାରେଣ୍ଟାଇନ୍ ଟାଇମ୍ ପୂର୍ବରୁ ଚେନ୍ନାଇରେ ଜୟଲଳିତାଙ୍କ ବାୟୋପିକ୍ ଥଲାଇବିର ସୁଟିଂ କରୁଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଓଡ଼ିଶାବାସୀଙ୍କ ସହଯୋଗ ଓ ସଚେତନତା ପାଇଁ କମ୍ କେସ୍ ଆସିଛି : ସୁବ୍ରତ ବାଗଚୀ

ଭୁବନେଶ୍ୱର: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟର ପ୍ରଥମ ପଜିଟିଭ୍ ୧୫ମାର୍ଚ୍ଚରେ ଜଣାପଡ଼ିଥିଲା । ସେହିପରି ରାଜ୍ୟର...

ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ : ସବୁ ଜିଲ୍ଲାରେ ଖୋଲିବ COVID-19 ହସ୍ପିଟାଲ୍

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାର ଲାଗିଛି । ସ୍ଥିତିକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି ଥିବା...

ଟି-୨୦ ବିଶ୍ୱକପ ନହେଲେ ଆଇପିଏଲ ହେବ : ସୂତ୍ର

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ଯୋଗୁଁ ବହୁ ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟକୁ ସ୍ଥଗିତ କିମ୍ବା ବାତିଲଲ କରାଯାଇଛି । କ୍ରିକେଟର ସବୁଠୁ ବ୍ୟୟବହୁଳ ଓ ଆକର୍ଷଣୀୟ ଇଭେଣ୍ଟ ଆଇପିଏଲକୁ ମଧ୍ୟ...

ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ

ସାଉଥବଲଣ୍ଡା:ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଜ୍ୱାଳାମୁଖୀ ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଗତକାଲି ନିଶାର୍ଦ୍ଧରେ ଚିହ୍ନଟ ହୋଇଯାଇଛି । ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗରେ ପ୍ରାୟ ୪୦୦ମିଟର ଦୂରରେ ଥିବା ଅରା ବାଉଁଶବଣ ନିକଟସ୍ଥ...

Recent Comments

>