କିପରି ପୂଜା କରିବେ ଭଗବାନ ବିଷ୍ଣୁଙ୍କୁ

୧୨ ମାସରେ ବୈଶାଖ, ମାଘ, ଶ୍ରାବଣ ଓ କାର୍ତ୍ତିକରେ ବିଶେଷ ପୂଣ୍ୟ କାର୍ଯ୍ୟ କରାଯାଇଥାଏ । ଏହି ମାସରେ ଭଗବାନ ବିଷ୍ଣୁଙ୍କୁ ଆରାଧନା କରିବା ଦ୍ୱାରା ବିଶେଷ ଫଳଦାୟକ ହୋଇଥାଏ । ପୁରା ବୈଶାଖ ମାସ ବିଷ୍ଣୁଙ୍କ ସହିତ ଶାଗ୍ରାମ, ଚାନ୍ଦି ବେଲପତ୍ର, ଚାନ୍ଦି ତୁଳସୀ, ଦକ୍ଷିଣମୁଖୀ ଶଙ୍ଖ ଏବଂ ଗୋମତୀ ଚକ୍ର-ଏହି ପାଞ୍ଚଟି ପଦାର୍ଥକୁ ଏକ ଲାଲ୍ କପଡାରେ ବାନ୍ଧି ରଖି ପୂଜା କରନ୍ତୁ । ଏହା ସହ ଓଁ ନମଃ ଭଗବତେ ବାସୁଦେବାୟ ଜପ କରନ୍ତୁ । ଏହାଦ୍ୱାରା ଭଗବାନ ବିଷ୍ଣୁଙ୍କର ବିଶେଷ କୃପା ଦୃଷ୍ଟି ପଡିବ ।

Loading...
>