ସହଜ ବାସ୍ତୁ ଉପାୟ ଯାହା ଆପଣ ଙ୍କ ବ୍ୟବସାୟ କୁ ସଫଳତା ଦିଏ

ସିନ୍ଧୁ ସଭ୍ୟତା ସମୟ ରୁ ଘର , ଦୋକାନ ଓ ଫ୍ୟାଟ୍ରି ଆଦି ରେ ବାସ୍ତୁ ର ପ୍ରୟୋଗ ହୋଇ ଆସୁଛି . ବେଦ ଓ ଜ୍ୟୋତିଷ ଗ୍ରନ୍ଥ ରେ ମଧ୍ୟ ବାସ୍ତୁ ର ବ୍ୟବହାର ସମ୍ପକରେ ବହୁ ତଥ୍ୟ ରହିଛି. ନିମ୍ନ କିଛି ସହଜ ଉପାୟ ଆପଣ ନିଜ ଦୋକାନ, ଅଫିସ ବା ଫ୍ୟାଟ୍ରି ରେ ପ୍ରୟୋଗ କଲେ ବ୍ୟବସାୟ ରେ ଅପାର ସଫଳତା ମିଳେ.

vastu for wealth

1.ଆବାସ,ଦୋକାନ ବା ଫ୍ୟାଟ୍ରି ଆଦି ରେ ଦକ୍ଷିଣ-ପୂର୍ବ ରେ ବସୁ ଥିବା ବ୍ୟକ୍ତି ସର୍ବଦା ମାନସିକ ରୂପ ରେ ଦୁଶ୍ଚିନ୍ତା ରେ ରହେ .ପ୍ରତି କ୍ଷେତ୍ର ରେ ସେ ପଛ ରେ ରହେ ଓ ଅସଫଳତା ର ସାମନା କରେ . ଏହି ଦିଗ ରେ ବସୁଥିବା ବ୍ୟକ୍ତି ଶାରୀରିକ ରୂପ ରେ ମଧ୍ୟ ଦୁର୍ବଳ ରହେ. ତେଣୁ ଏହି କୋଣ ରେ ନ ବସିବା ଅତ୍ୟନ୍ତ ଲାଭ ଦାୟକ ଅଟେ.

  1. ଯଦି କୌଣସି ଦୋକାନ ପଶ୍ଚିମାଭିମୁଖୀ ଅଛି ତେବେ ତାର ଚଟାଣ ପଶ୍ଚିମ ରୁ ପୂର୍ବ ଓ ଦକ୍ଷିଣ ରୁ ଉତ୍ତର କୁ ବନାଇଲେ ସୌଭାଗ୍ୟ ପ୍ରାପ୍ତି ହୁଏ.ଯଦି ଦୋକାନ ଉତ୍ତରାଭିମୁଖୀ ଅଛି ତେବେ ମଧ୍ୟ ଏହି ଉପାୟ କରିବେ .

3.ଅଫିସ ବା ଦୋକାନ ରେ ମାଲିକ ନୈରୁତ୍ବ କୋଣ ରେ ଭିତର କୁ ମୁହଁ କରି ବସିବ ଓ କ୍ୟାସ ବାକ୍ସ ନିଜର ବାମ ପାର୍ଶ୍ୱ ରେ ରଖିବ. ଯଦି ପୂର୍ଵ କୁ ମୁଂହ କରି ବସିବ ତେବେ ବସିବ ତେବେ କ୍ୟାସ  ବକ୍ସ ଡାହାଣ ପାଖରେ ରଖିବ.

Loading...

4.ପଶ୍ଚିମାଭିମୁଖୀ ଦୋକାନ ର ମାଲିକ ଦୋକାନ ର ଈଶାନ କୋଣ, ଵାୟଵ୍ୟ ଓ ଆଗ୍ନେୟ କୋଣ ରେ ବସିବା ଉଚିତ ନୁହେଁ.

5.ଯଦି ଟେବୁଲ ଚେୟାର ପକାଇ ବସିବାର ଅଛି ତେବେ ଦକ୍ଷିଣ ପଶ୍ଚିମ ରେ ପକାଇ ପୂର୍ବ ବା ଉତ୍ତର କୁ ମୁଁହ କରି ବସିବା ଉଚିତ .

  1. ଦୋକାନୀ ମାନଙ୍କୁ ଦୋକାନ ର ଉତ୍ତର ଓ ପୁରା ଭାଗ ଗ୍ରାହକ ଙ୍କ ଯିବା ଆସିବା ପାଇଁ ଖୋଲା ରଖିବା ଉଚିତ.

7.ଯଦି ଦୋକାନୀ କ୍ୟାବିନ କରି ବସିବାକୁ ଚାଁହୁଛନ୍ତି, ତେବେ ଦୋକାନ ର ନୈରୁତ୍ବ କୋଣ ରେ କ୍ୟାବିନ ବନାଇବା ଉତ୍ତମ ଅଟେ

  1. ଦୋକାନ, ଅଫିସ ବା କ୍ୟାବିନ ର ପୂଜା ସ୍ଥାନ ଈଶାନ ରେ ଉତ୍ତରପୂର୍ଵ ଦିଗ ରେ ରଖନ୍ତୁ. ଭାରି ସାମଗ୍ରୀ ଯଥା ବାକ୍ସ, ପେଟି, ଜୋତା ଇଶାନ କୋଣ ରେ ରଖନ୍ତୁ ନାହିଁ .

9.ଦୋକାନ ବା ଫ୍ୟାଟ୍ରି ର ମାଲିକ ଦୋକାନ ର ମାଲ କୁ ଦକ୍ଷିଣ,ପଶ୍ଚିମ ବା   ନୈରୁତ୍ବ କୋଣ ରେ ରଖିବା ଉଚିତ .ବିଜୁଳି ମିଟର, switchboard ଆଦି ଆଗ୍ନେୟ କୋଣ ରେ ହେବ ଉଚିତ.

10.ଯଦି ଦୋକାନ ରେ workshop ବନେଇବାକୁ ଚାଁହୁଛନ୍ତି ତେବେ workshop ମେସିନ ସବୁ କୁ ଦକ୍ଷିଣ ବା ନୈରୁତ୍ବ କୋଣ ରେ ବନେଇବା ଶୁଭ ଅଟେ .

11.ଦୋକାନ ର ସିଡ଼ି ଇଶନ କୋଣକୁ ଛାଡି ଅନ୍ୟ ସ୍ଥାନ ରେ ବନାଇଲେ ଶୁଭ ଫଳ ମିଳେ.

Loading...
>