କାର୍ଯ୍ୟ ରୁ ବାଧା ଦୂର କର. କାର୍ଯ୍ୟ ସଫଳତା ର ଉପାୟ

success in work

1.କାର୍ଯ୍ୟ ସଫଳତା ପାଇଁ 7 ଖଣ୍ଡ ହଳଦୀ, 7 ଗୋଟି ଗୁଡା ଗୁଳା ଗୋଟିଏ ଟଙ୍କା କୌଣସି ହଳଦିଆ କପଡା ରେ ପୁଟୁଳି ବାନ୍ଧି ରେଳ ଲାଇନ ପାଖ ରେ ଠିଆ ହୋଇ ପୁଟୁଳି କୁ ରେଳ ଲାଇନ ପରା କରି ଫିଙ୍ଗି ଦେବ. ଫୋପାଡିବା ସମୟ ରେ ନିଜ ମନୋକାମନା ମନେ ମନେ ପ୍ରକାଶ କରିବ.ଏହା ଦ୍ୱାରା ଇଚ୍ଛା ସଫଳ ହେବାର ସମ୍ଭାବନା ଥାଏ. ଏହା ଏକାଧିକ ଥର କରି ପାରିବ.
2. ଗୋଟିଏ ଦାଗ ବିହୀନ ପାଚିଲା ଲେମ୍ବୁ ନେଇ ତା ଚାରି ପାଖରେ 4 ଟି ଫୁଲ ଥିବା ଲବଙ୍ଗ ଫୋଡି ଦେଇ ସେହି ଲେମ୍ବୁ କୁ ନିଜ ପାକେଟ ରେ ନେଇ କାର୍ଯ୍ୟ ସ୍ଥାନ କୁ ଗଲେ କାର୍ଯ୍ୟ ରେ ସଫଳତା ମିଳିବ
3. ବିଶେଷ କାର୍ଯ୍ୟ ରେ ଯିବା ପୂର୍ବ ରୁ ଗୋଟିଏ ପାଣି ଵାଲା ନଡ଼ିଆ ନେଇ ସେହି ନଡ଼ିଆ ଉପରେ ଓଁ ନମଃ ବିଚିତ୍ରାୟ ହନୁମନ୍ତ ବିରାୟ ପବନ ପୁତ୍ରାୟ ହୁଂ ଫଟ ମନ୍ତ୍ର 108 ଥର ଜପ କରିବ. ଏହା ପରେ ନଡ଼ିଆ କୁ ତଳେ ପିଟି ଦେଇ ଭାଙ୍ଗି ଦେବ. ଏହି ନଡ଼ିଆ କୁ ନିଜ ଉପରେ ଓ ତୁମ ଚାରି ପାଖ ରେ ସିଞ୍ଚି ଦେବ. ସେହି ନଡ଼ିଆ କୁ ସମସ୍ତ ଙ୍କୁ ବାଣ୍ଟି ନିଜେ ଖାଇବ. ଏହା ଦ୍ୱାରା କାର୍ଯ୍ୟ ସଫଳ ହେବ.

Loading...
>