ଲୋକେ ରୁଦ୍ରାକ୍ଷମାଳା ଧାରଣ କରନ୍ତି କାହିଁକି ?

ଭଗବାନ ଶିବଶଙ୍କର ରୁଦ୍ରାକ୍ଷ ଅତ୍ୟନ୍ତ ପ୍ରିୟ ଅଟେ । ଯେଉଁ ପ୍ରାଣୀ ରୁଦ୍ରାକ୍ଷର ମାଳା ଗଳାରେ ଧାରଣ କରନ୍ତି ତାଙ୍କଠାରେ ତ୍ରିନେତ୍ରଧାରୀ ଭଗବାନ ଶିବ ପ୍ରସନ୍ନ ହୁଅନ୍ତି । ରୁଦ୍ରାକ୍ଷ(ରୁଦ୍ର+ଅକ୍ଷ) ଅର୍ଥାତ୍ ଯାହାର କେନ୍ଦ୍ରରେ ଭଗବାନ ଶିବ ମୂର୍ତ୍ତୀମାନ ହୋଇ ବିରାଜମାନ କରିଥାନ୍ତି ।

Loading...
>