ମେଷ ରାଶି ବ୍ୟକ୍ତି ବିଷୟ ରେ ଜଣାନ୍ତୁ

masha rashi

ପ୍ରକୃତି :ସାହସୀ, ଚତୁର କର୍ମଠ କର୍କଶଭାଷୀ, ବିଳାସୀ

ଦେବତା ଗଣେଶ ନୃସିଂହ ବଗଳାମୁଖୀ

ଶୁଭ ବାର : ମଙ୍ଗଳବାର, ରବି ସୋମ ଓ ଗୁରୁବାର

Loading...

ଶୁଭ ବୟସ  4 ରୁ 26 ଓ 29 ରୁ 44ବର୍ଷ

ଶୁଭ ସଂଖ୍ୟା: 9 ଅତି ଶୁଭ | 1,7,2,4,3 ମଧ୍ୟ ଶୁଭ ଫଳ ଦେବ

ଶୁଭ ରତ୍ନ : ପ୍ରବାଳ, ମାଣିକ୍ୟ , ମୁକ୍ତା, ପୋଖରାଜ

ଶୁଭ ଧାତୁ : ତମ୍ବା ସୁନା , ରୁପା ର ମିଶ୍ରଣ ଅତି ଶୁଭ

ବ୍ୟବସାୟ : ଖାଦ୍ୟ କୃଷି ଓ ଭୂମି ବ୍ୟବସାୟ ଲାଭପ୍ରଦ

ଚାକିରୀ : ପ୍ରଶାସନିକ ଓ ଚିକତ୍ସା

ପ୍ରେମ : ଅସ୍ଥାୟୀ

ସ୍ୱାସ୍ଥ୍ୟ : ରକ୍ତଚାପ, ଦାନ୍ତ ଓ ଚକ୍ଷୁ

ମେଷ ରାଶି ଅନୁସାରେ ଦୋଷ ନିବାରଣ

1.ଶନିବାର ଦିନ କେବଳ ପାଣି ପିଇ ଉପବାସ କରିବ

2.ଶନିବାର ଦିନ ଦଶ ମୁଖି ହନୁମାନ ଙ୍କ ପୂଜା କରିବ

  1. ପୁନବର୍ଷୁ ନକ୍ଷତ୍ରରେ ପାଞ୍ଚ ରାତି ର ରକ୍ତ ପ୍ରବାଳ  ଧାରଣା କରିବ

4.ବଜରଙ୍ଗ ବାଣ ପାଠ ସହ 27 ମଙ୍ଗଳ ବାର ଅଂଗହୀନ ଙ୍କୁ ଖାଇ ବାକୁ ଦେବ

5.ମଙ୍ଗଳ ବାର ପାଳନ ସହ ମଙ୍ଗଳା ବ୍ରତ କରିବ

6.ଖାଇବା ବେଳେ ଯେକୌଣସି ଲାଲ ରଙ୍ଗ ର ଖାଦ୍ୟ ଖାଇବ

ମେଷ ରାଶି ର ଭାଗ୍ୟ ବର୍ଦ୍ଧକ ମନ୍ତ୍ର

Loading...
>