“ମହାମୃତ୍ୟୁଞ୍ଜୟ’ ମନ୍ତ୍ର ଜପ ମହତ୍ୱପୂର୍ଣ୍ଣ କାହିଁକି ?

ମନ୍ତ୍ର ଶକ୍ତିକୁ ବିଦ୍ୱାନମାନେ ମହାନ୍ ଶକ୍ତି କହନ୍ତି, ଶାସ୍ତ୍ରର ଏହି ତଥ୍ୟକୁ ପ୍ରମାଣିତ କରେ ଯେ-ମନ୍ତ୍ରରେ ସୂକ୍ଷ୍ମ ତରଙ୍ଗରେ ବୈଜ୍ଞାନିକ ଶକ୍ତି ନିହିତ ଅଛି । ଯାହାର ଜପ କରିବା ସମୟରେ ସ୍ୱୟଂ ଜପକର୍ତ୍ତା ଧ୍ୟାନରେ ବସି ରହନ୍ତି । ଯେପରି ଓଁ ଉଚ୍ଚାରଣ ବେଳେ ଲମ୍ବା ବିଶ୍ୱାସ ନେଇ ଲମ୍ବା ଉଚ୍ଚାରଣ କରିବା ଦ୍ୱାରା ମନ ମଧ୍ୟରେ ଏକ ପ୍ରକାର ଭାବନା ଖେଳିଯାଇ ଏକପ୍ରକାର ଆକର୍ଷଣ ଆସିଯାଏ । ଏହି ତଥ୍ୟକୁ ପ୍ରମାଣିତ କରିବାର ଆବଶ୍ୟକତା ନାହିଁ କିନ୍ତୁ ଯେ କୌଣସି ବ୍ୟକ୍ତି ଏହାକୁ ଆପଣେଇ ନେଇପାରନ୍ତି । “ମହାମୃତ୍ୟୁଞ୍ଜୟ’ ମନ୍ତ୍ରକୁ “ମୃତସଞ୍ଜିବନୀ’ ମନ୍ତ୍ର ମଧ୍ୟ କହନ୍ତି ।

Loading...
>