ଲକ୍ଷ୍ମୀଙ୍କୁ ଚଞ୍ଚଳା କହନ୍ତି କାହିଁକି ?

ଚଞ୍ଚାଳ ଅର୍ଥାତ୍ ଯାହାର ମନ ଚଞ୍ଚଳ । ଲକ୍ଷ୍ମୀଙ୍କୁ ଚଞ୍ଚଳା କହିବାର ତାତ୍ପର୍ଯ୍ୟ ଏହି ଯେ ସେ ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହିପାରନ୍ତି ନାହିଁ । ଟଙ୍କା ଓ ପଇସାର ଉଦାହରଣ ଦେଖନ୍ତୁ-ଆଜି ଯେଉଁ ନୋଟ୍ ଆମ ପାଖରେ ଅଛି କାଲି ତାହା ତୁମ ପାଖରେ ନଥିବା, ପୁଣି ସେହି ନୋଟ୍ ପଅରଦିନ ଆଉ କାହା ପାଖରେ ଥିବ, ସେଥିପାଇଁ ଲକ୍ଷ୍ମୀଙ୍କୁ ଚଞ୍ଚଳା କହନ୍ତି ।

Loading...
>