Home Astrology ରିଦ୍ଧି - ସିଦ୍ଧି ପାଇଁ ଲଘୁ ନାରିକେଳ ପ୍ରୟୋଗ

ରିଦ୍ଧି – ସିଦ୍ଧି ପାଇଁ ଲଘୁ ନାରିକେଳ ପ୍ରୟୋଗ

laghu nariyal

ସମସ୍ତ ପ୍ରୟାସ ପରେ ମଧ୍ୟ ଘରେ ଆର୍ଥିକ ସମ୍ପନ୍ନତା ନ ଆସିଲେ 11 ଟି ଲଘୁ ନାରିକେଳ ସଂଗ୍ରହ କରି ଦୀପାବଳି ଦିନ ସବୁ ଗୁଡିକ ଉପରେ କୁଙ୍କୁମ ରେ ଗଁ  ଲେଖିବ . ଏଗୁଡ଼ିକୁ ଗୋଟେ ତମ୍ବା କଳସ ଭିତରେ ଗୋଟିଏ ରୁପା ମୁଦ୍ରା ସହ ରଖିବ . ରୁପା ମୁଦ୍ରା ନ ମିଳିଲେ ପ୍ରଚଳିତ ମୁଦ୍ରା ରଖିବ. ଦୀପାବଳୀ ପରଦିନ ପର୍ଯ୍ୟନ୍ତ ଯାହାବି ପୂଜା ପାଠ କରିବ ଏହି କଳସ ଉପରେ କୁଙ୍କୁମ ଅକ୍ଷତ, ପୁଷ୍ପ, ଆଦି ଅର୍ପଣ କରିବ. ଦୀପାବଳୀ ର ତୃତୀୟ ଦିନ କୌଣସି କୂଅ, ପୋଖରୀ ନିକଟ କୁ ଯାଇ ଘରର ସମସ୍ତ ସଦସ୍ୟ କଳସ କୁ ଧରି ଜଳ ରେ ବିସଜନ କରିବ. ଏହା ଦ୍ୱାରା ଘର ର ଆର୍ଥିକ ସ୍ଥିତି ସୁଦୃଢ ହେବ.

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ପଡିଆକୁ ଫେରିଲେ ହାର୍ଦ୍ଦିକ : ଚୌକା-ଛକାର ବର୍ଷା କଲେ

ନୂଆଦିଲ୍ଲୀ : ଡିୱାଇ ପାଟିଲ ଟି-୨୦ କପରେ ବ୍ୟାଙ୍କ ଅଫ୍ ବରୋଦା ବିପକ୍ଷ ମ୍ୟାଚ୍ ରିଲାଏନ୍ସ-୧ ଟିମ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଶିଖର ଧାୱାନ ଆଜି ଖେଳିଛନ୍ତି ।...

ଜମାଟୋର ଏହି ଡେଲିଭରୀ ପିଲାର ଫ୍ୟାନ୍ ହେଲେ ଲୋକେ, ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡିଓ

ସୋସିଆଲ ମିଡିଆରେ ଏବେ ଜମାଟୋ ଡେଲିଭରୀ ପିଲାଙ୍କ ଏକ ଭିଡିଓ ଖୁବ୍ ଭାଇରଲ ହେବାରେ ଲାଗିଛି । ଲୋକମାନେ ଏହି ଡେଲିଭରୀ ପିଲାର ଫ୍ୟାନ ପାଲଟି ଗଲେଣି । କିନ୍ତୁ କାହିଁକି ?...

ନିର୍ଭୟା ମାମଲା : ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ଯାଚିକା ଦାଖଲ କଲେ ପବନ, ମାଗିଲେ ଏହି ସଜା

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଚତୁର୍ଥ ଦୋଷୀ ପବନ କୁମାର ଗୁପ୍ତା ଶୁକ୍ରବାର ସୁପ୍ରିମକୋର୍ଟରେ ସୁଧାରାତ୍ମକ ଯାଚିକା ଦାୟର କରି ଫାଶୀ ବଦଳରେ ଆଜୀବନ ଜେଲ୍ ସଜା ଦେବାକୁ...

ନବୀନ ନିବାସରେ ଏକାଠି ଖାଇଲେ ଶାହ, ନୀତିଶ, ମମତା, ନବୀନ, ଧର୍ମେନ୍ଦ୍ର

ଭୁବନେଶ୍ୱର : ପୂର୍ବାଞ୍ଚଳ ଆଞ୍ଚଳିକ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ । ଏଥିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

Recent Comments

>