ଜାଣନ୍ତୁ,ହୋଲିରେ କାହାକୁ ପ୍ରଥମେ ରଙ୍ଗ ଲଗାଇଲେ ଶୁଭ

ହୋଲି ବା ରଙ୍ଗ ଖେଳ ଏକ ସମ୍ମାନର ପ୍ରତୀକ । ହୋଲି ଦିନ କ’ଣ କଲେ ଭଗବାନ ଖୁସି ହୋଇ ସୁଖଶାନ୍ତି ଭରି ଦିଅନ୍ତି, ତାହା ଜାଣନ୍ତୁ…
-ଜ୍ୟୋତିଷଶାସ୍ତ୍ର ଅନୁସାରେ ହୋଲି ଖେଳିବା ପୂର୍ବରୁ ରଙ୍ଗ ପ୍ରଥମେ ଇଷ୍ଠଦେବୀ ଓ ପିତୃଗଣଙ୍କୁ ଲଗାଇଲେ ଶୁଭ । ହୋଲି ଦିନ ଏମାନଙ୍କୁ ରଙ୍ଗ ଲଗାଇ ସୁଖ ଓ ସମୃଦ୍ଧି ପାଇଁ ଆଶିର୍ବାଦ ନିଅନ୍ତୁ ।
– ହୋଲି ଦିନ ସକାଳୁ ପ୍ରଥମେ ସ୍ନାନ କରନ୍ତୁ । ଏହାପରେ ରଙ୍ଗ ଦେବୀ-ଦେବତାଙ୍କୁ ଲଗାନ୍ତୁ । ପରିବାର ସୁଖ-ଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ ।
– ଏହି ଦିନ ଠାକରୁଙ୍କୁ ଲଗାଇଥିବା ବଳକା ରଙ୍ଗରେ ଗୋଟେ ଚାନ୍ଦି ଟଙ୍କା ରଖି ଲାଲ କପଡାରେ ବାନ୍ଧି ମଣିବନ୍ଧରେ ବାନ୍ଧନ୍ତୁ । ଏହାଦ୍ୱାରା ଧନ ଲାଭ ହେବ ।
-ଜ୍ୟୋତିଷଶାସ୍ତ୍ର ଅନୁସାରେ ହୋଲିରେ ମାତା-ପିତା ଓ ଗୁରୁଜନମାନଙ୍କ ପାଦରେ ରଙ୍ଗ ଦେଇ ଆଶିର୍ବାଦ ନେଲେ ପରିବାରରରେ ସର୍ବଦା ସୁଖଶାନ୍ତି ବାସ କରିବେ ।
-ହୋଲି ଦିନ ଘରକୁ ଅତିଥି ଆସିଲେ ତାଙ୍କୁ ଖାଇବାକୁ ଦିଅନ୍ତୁ । ଏହାଦ୍ୱାରା ଭାଗ୍ୟ ଉଜ୍ଜ୍ୱଳ ହେବା ସହ ମାତାଲକ୍ଷ୍ମୀ ପ୍ରସନ୍ନ ହେବେ ।

Loading...
>