fbpx
Home Astrology ସାଷ୍ଟାଙ୍ଗ ପ୍ରଣିପାତ କାହିଁକି କରାଯାଏ, ଜାଣନ୍ତୁ

ସାଷ୍ଟାଙ୍ଗ ପ୍ରଣିପାତ କାହିଁକି କରାଯାଏ, ଜାଣନ୍ତୁ

ଆପଣ ଅନେକ ଲୋକଙ୍କୁ ଦଣ୍ଡବତ ପ୍ରଣାମ କରୁଥିବା ଦେଖିଥିବେ। ହିନ୍ଦୁ ଧର୍ମରେ ଏପରି ପ୍ରଣାମ କରିବାକୁ ଶୁଭ ବୋଲି କୁହାଯାଇଥାଏ। ପ୍ରଣାମ କରିବା ଦ୍ୱାରା ବ୍ୟକ୍ତିର ସମସ୍ତ ଭୁଲ୍‌କୁ କ୍ଷମା ମିଳିବା ସହିତ ଆର୍ଶୀବାଦ ପ୍ରାପ୍ତି ହୋଇଥାଏ। ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ, ସାଷ୍ଟାଙ୍ଗ ଦଣ୍ଡବତ କରିବା ଦ୍ୱାରା ଯଜ୍ଞ କରିବା ସମାନ ପୁଣ୍ୟ ପ୍ରାପ୍ତି ହୋଇଥାଏ। ଏହା ଦ୍ୱାରା ବ୍ୟକ୍ତି ନିଜ ପାପ କର୍ମରୁ ମୁକ୍ତି ପାଇ ଧର୍ମ ମାର୍ଗରେ ପରିଚାଳିତ ହୋଇଥାଏ।ଶାସ୍ତ୍ରରେ ଦଣ୍ଡବତ ପ୍ରଣାମକୁ ଏକ ଉପାସନା ପ୍ରକ୍ରିୟା ବୋଲି କୁହାଯାଇଛି। ଏହା ଦ୍ୱାରା ବ୍ୟକ୍ତିର ମନ ଶାନ୍ତ ରହିଥାଏ ବୋଲି ଶାସ୍ତ୍ର କୁହେ। ସାଷ୍ଟାଙ୍ଗ ପ୍ରଣାମ କରିବା ପରେ ବ୍ୟକ୍ତି ଜୀବନରେ ଏକ ବିନମ୍ରତା ଭାବ ଆସିଥାଏ, ଯାହା ଯୋଗୁ ବ୍ୟକ୍ତି ଜୀବନର ପ୍ରକୃତ ଅର୍ଥ ବୁଝିପାରେ। ଏହିପରି ପ୍ରଣାମ ଦ୍ୱାରା ମନୁଷ୍ୟ ନିଜର ଦୁଃଖକୁ ଭଗବାନଙ୍କ ପାଦତଳେ ସମର୍ପଣ କରିଥାଏ ବୋଲି ମଧ୍ୟ କୁହାଯାଇଥାଏ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ରାଜ୍ୟରେ ପ୍ରଥମ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ମହାମାରୀ କରୋନା ରାଜ୍ୟରେ ପ୍ରଥମ ମୁଣ୍ଡ ନେଇଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୭୨ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ତାଙ୍କ ଘର ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳରେ। ସେ ଏପ୍ରିଲ ୪...

ରାଜଧାନୀରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ପୁଣି ଜଣେ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ତାଙ୍କ ଘର  ୟୁନିଟ୍‌ ୪ ମଧୁସୂଦନ ନଗରରେ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଯୁବକ ଜଣକ ବୟସ...

କେନ୍ଦ୍ରାପଡାର ୧୨ ଗାଁ ୪୮ଘଣ୍ଟା ପାଇଁ ସିଲ୍‌

କେନ୍ଦ୍ରାପଡ଼ା: କେନ୍ଦ୍ରାପଡାର ଜଣେ ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ୍  ଚିହ୍ନଟ ହୋଇଛନ୍ତି। ଏହି ଯୁବକ ଜଣକ ଗତ ମାସ ୨୪ ତାରିଖରେ ଦୁବାଇରୁ ଫେରିଥିଲେ । ଏହି ସଂକ୍ରମିତ ଯୁବକ ଜଣକ...

ରିଲିଜ ହେଲା “ମୁସ୍କୁରାଏଗା ଇଣ୍ଡିଆ…ଫିର୍ ଜିତ ଜାଏଗା ଇଣ୍ଡିଆ’, ଭିଡିଓ ସେୟାର ବଲିଉଡ ଆକ୍ଟରଙ୍କୁ ସଲାମ ଜଣାଇଲେ ମୋଦି

ବିଶ୍ୱରେ କରୋନା ଭାଇରସର ପ୍ରକୋପକୁ ନଜର ରଖି ଫିଲ୍ମ ଜଗତର ଜଣାଶୁଣା ଅଭିନେତାଅଭିନେତ୍ରୀ ଏକଜୁଟ୍ ହୋଇଥିବା ଦର୍ଶାଇଛନ୍ତି । କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଡରକୁ ଦୂର କରିବା ପାଇଁ "ମୁସ୍କୁରାଏଗା ଇଣ୍ଡିଆ...ଫିର୍...

Recent Comments

>