ରାମାୟଣ ଓ ମହାଭାରତ ଯୁଦ୍ଧବେଳେ ଯୁଦ୍ଧରେ “ଅଗ୍ନିବାଣ’ ବ୍ୟବହାର ହେଉଥିଲା ତାହା କ’ଣ ?

ଆଜିର ବୈଜ୍ଞାନିକମାନେ ଯେଭଳି କ୍ଷେପଣାସ୍ତ୍ର ନିର୍ମାଣ କୁରଛନ୍ତି ସେହି ସମୟରେ ତାହା ଅଗ୍ନିବାଣଥିଲା । କ୍ଷେପଣାସ୍ତ୍ରକୁ ଯେଉଁଠାକୁ ଲକ୍ଷ୍ୟକରି ଛଡାଯାଉଥିଲା ଓ ତାହା ସେଠାରେ ଲକ୍ଷ୍ୟ ଭେଦ କରୁଥିଲା ସେହିପରି ଅଗ୍ନିବାଣ ଥିଲା । ଧନୁର୍ଦ୍ଧାରୀ ଅଗ୍ନିବାଣକୁ ଯାହା ଉପରକୁ ଛାଡୁଥିଲେ ସେ ଜଳିପୋଡି ଧ୍ୱଂସ ହୋଇ ଯାଉଥିଲା । ସେ ସମୟର ବ୍ରହ୍ମାସ୍ତ୍ର ଆଜିକାଲିର ରାସାୟନିକ ଅସ୍ତ୍ର ଅଟେ । ସେହି ସମୟରେ ବ୍ରହ୍ମାସ୍ତ୍ର ଛାଡିବା ଯେପରି ବର୍ଜିତ ଥିଲା ସେହିପରି ବର୍ତ୍ତମାନ ସମୟରେ ରାସାୟନିକ ଅସ୍ତ୍ରପ୍ରୟୋଗ କରିବା ବର୍ଜିତ ହୋଇଛି । ଏହା ସିଦ୍ଧ ହେଉଛି ଯେ ସେ ସମୟର ବିଜ୍ଞାନ ଆଜିର ବିଜ୍ଞାନଠାରୁ କୌଣସି ଗୁଣରେ କମ୍ ନଥିଲା ।

Loading...
>