fbpx
Home Astrology ବିବାହ ପୂର୍ବରୁ ଜାତକ ବଦଳରେ ବର କନ୍ୟା କରୁଛନ୍ତି ଏହି ପରୀକ୍ଷା

ବିବାହ ପୂର୍ବରୁ ଜାତକ ବଦଳରେ ବର କନ୍ୟା କରୁଛନ୍ତି ଏହି ପରୀକ୍ଷା

ପୂର୍ବରୁ ବିବାହ ପାଇଁ ବର କନ୍ୟାଙ୍କର ଜାତକ ମେଳକ କରାଯାଉଥିଲା। ରାଶି , ନକ୍ଷତ୍ର ଗୋତ୍ର ଅନୁସାରେ ବିବାହର ନିଷ୍ପତ୍ତି କରାଯାଉଥିଲା। ହେଲେ ସମୟ ପରିବର୍ତ୍ତନ ଅନୁସାରେ ଏହି ପରମ୍ପରାରେ ବି ପରିବର୍ତ୍ତନ ହୋଇଛି । ଏବେ ଜୀବନସାଥୀ ଭାବନାତ୍ମକ ସ୍ତରରେ କେତି ଶକ୍ତ ଓ ଜୀବନକୁ କେତେ ଭଲ ଭାବରେ ଅତିବାହିତ କରିପାରିବେ ତାହାର ଯାଞ୍ଚ କରାଯାଉଛି ।ଏବେ ପର୍ସନାଲିଟି ଟେଷ୍ଟର ଟ୍ରେଣ୍ଡ ଆରମ୍ଭ ହୋଇଛି । ଏଥିରେ ଯୁବକମାନେ ନିଜର ଭବିଷ୍ୟତର ଜୀବନସାଥୀକୁ ବାଛିବା ପାଇଁ ପର୍ସନାଲିଟୀ ଟେଷ୍ଟ କରୁଛନ୍ତି । ଭାରତର ଅନେକ ମେଟ୍ରୋରେ ଏବେ ଏହି ଟ୍ରେଣ୍ଡ ଆରମ୍ଭ ହୋଇଛି । ଏବେ ମନୋବିଜ୍ଞାନୀ ଓ ବିଭିନ୍ନ ହସପିଟାଲ୍‌ରେ ଏବେ ଏହି ଟେଷ୍ଟ କରାଯାଉଛି । ବିବାହ କରିବାକୁ ଯାଉଥିବା ପୁଅ ଝିଅ ଏବେ ଏବେ ଏହି ଟେଷ୍ଟ କରୁଛନ୍ତି ।

କମେତି ହୁଏ ପର୍ସନାଲିଟି ଟେଷ୍ଟ
ଏମ୍‌ଏମ୍‌ପିଆଇ ବା ମିନ୍ନେସୋଟା ମଲ୍ଟିଫୋସିକ୍‌ ପର୍ସନାଲିଟି ଇଭେଣ୍ଟରୀ ରେ ଜଣେ ବ୍ୟକ୍ତିଙ୍କ ବିଷୟରେ ବିଭିନ୍ନ ସୂଚନା ସଂଗ୍ରହ କରାଯାଇଥାଏ । କେତକ ବିଷୟକେ ତାଙ୍କର ସହମତି ଓ ରାୟ ବିଷୟରେ ବି ତଥ୍ୟ ସଂଗ୍ରହ କରାଯାଇଥାଏ ।

ରୋସର୍ଚ୍ଚ ଇଂକବ୍ଲେଟ ଟେଷ୍ଟ – ଏଥିରେ ବିଭିନ୍ନ ପ୍ରକାରର ଚିତ୍ର ଦେଖାଯାଇ ସେ ବିଷୟରେ ରାୟ ମଗାଯାଇଥାଏ ।

ଥେମେଟିକ୍‌ ଏପ୍ରିସିଏସନ୍‌ ଟେଷ୍ଟ – ଏହି ଟେଷ୍ଟରେ ବ୍ୟକ୍ତି ଜଣକ କେତେ ଭାବନାତ୍ମକ ବୋଲି ସେ ବିଷୟରେ ଜଣା ପଡିଥାଏ ।

ଏବେ ଏହି ଟେଷ୍ଟମାନଙ୍କର ଚାହିଦା ବୃଦ୍ଧି ପାଉଛି । ବିବାହ ପୂର୍ବୁର ବରକନ୍ୟା ଏହି ଟେଷ୍ଟ କରିବା ଫଳର କିଏ କେତେ ଭଲ ଭାବରେ ଏକାଠି ଜୀବନ ଅତିବାହିତ କରିପାରିବେ ସେ ବିଷୟରେ ଜଣା ପଡୁଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ରାଜ୍ୟରେ ପ୍ରଥମ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ମହାମାରୀ କରୋନା ରାଜ୍ୟରେ ପ୍ରଥମ ମୁଣ୍ଡ ନେଇଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୭୨ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ତାଙ୍କ ଘର ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳରେ। ସେ ଏପ୍ରିଲ ୪...

ରାଜଧାନୀରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ପୁଣି ଜଣେ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ତାଙ୍କ ଘର  ୟୁନିଟ୍‌ ୪ ମଧୁସୂଦନ ନଗରରେ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଯୁବକ ଜଣକ ବୟସ...

କେନ୍ଦ୍ରାପଡାର ୧୨ ଗାଁ ୪୮ଘଣ୍ଟା ପାଇଁ ସିଲ୍‌

କେନ୍ଦ୍ରାପଡ଼ା: କେନ୍ଦ୍ରାପଡାର ଜଣେ ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ୍  ଚିହ୍ନଟ ହୋଇଛନ୍ତି। ଏହି ଯୁବକ ଜଣକ ଗତ ମାସ ୨୪ ତାରିଖରେ ଦୁବାଇରୁ ଫେରିଥିଲେ । ଏହି ସଂକ୍ରମିତ ଯୁବକ ଜଣକ...

ରିଲିଜ ହେଲା “ମୁସ୍କୁରାଏଗା ଇଣ୍ଡିଆ…ଫିର୍ ଜିତ ଜାଏଗା ଇଣ୍ଡିଆ’, ଭିଡିଓ ସେୟାର ବଲିଉଡ ଆକ୍ଟରଙ୍କୁ ସଲାମ ଜଣାଇଲେ ମୋଦି

ବିଶ୍ୱରେ କରୋନା ଭାଇରସର ପ୍ରକୋପକୁ ନଜର ରଖି ଫିଲ୍ମ ଜଗତର ଜଣାଶୁଣା ଅଭିନେତାଅଭିନେତ୍ରୀ ଏକଜୁଟ୍ ହୋଇଥିବା ଦର୍ଶାଇଛନ୍ତି । କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଡରକୁ ଦୂର କରିବା ପାଇଁ "ମୁସ୍କୁରାଏଗା ଇଣ୍ଡିଆ...ଫିର୍...

Recent Comments

>