ଶନି ଦେବଙ୍କ ଓଲଟା ଗତି : ଏହି ୬ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ଖୁସି ଖବର

ସିଂହ,କୁମ୍ଭ,ମେଷ ରାଶି : ଏହି ସବୁ ରାଶିର ବ୍ୟକ୍ତିଙ୍କ ଜୀବନରେ ଆସୁଥିବା ସମସ୍ତ ପ୍ରକାରର ଦୁଃଖର ନିବାରଣ ହେବ। ଜୀବନରେ ହେଉଥିବା ପରିବର୍ତ୍ତନ ଆପଣଙ୍କ ପାଇଁ ଖାସ୍ ରହିବ। ଶିବଙ୍କ କୃପାରେ ଆପଣଙ୍କ ଧନ ସହ ଖୁସିଖବର ମିଳିବ। ଯେଉଁ ଲୋକଙ୍କ ବିବାହ ହେଉନାହିଁ ସେମାନଙ୍କ ପାଇଁ ଭଲ ପାତ୍ର ମିଳିବ। ଯେଉଁମାନେ ଚାକିରୀ ଖୋଜୁଛନ୍ତି ତାଙ୍କୁ ଭଲ ଦରମାରେ ଚାକିରୀ ମିଳିବ। ଆପଣଙ୍କୁ ଚାରିଆଡ଼ୁ ସହଯୋଗ ମିଳିବ।

ମିଥୁନ,କନ୍ୟା ଏବଂ କୁମ୍ଭ ରାଶି : ଆପଣଙ୍କୁ ଖୁସି ଖବର ମିଳିବାର ସମ୍ଭାବନା ରହିଛି। ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହେବ। ଧନ ବୃଦ୍ଧି ହେବ। କୋର୍ଟ କଚେରୀ ମାମଲାରେ ଆପଣ ବିଜୟ ହାସଲ କରିବେ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢ଼ିବ।

Loading...
>