Home Astrology ଜାଣନ୍ତୁ ଆଜି ଦିନଟି ଆପଣଙ୍କ କେମିତି କଟିବ ?

ଜାଣନ୍ତୁ ଆଜି ଦିନଟି ଆପଣଙ୍କ କେମିତି କଟିବ ?

ମେଷ: ଜୀବିକା ଅର୍ଜନ କ୍ଷେତ୍ରରେ ଦିନଟି ଶୁଭ। ଧାର ଅର୍ଥ ଫେରସ୍ତ ପାଇପାରନ୍ତି। ପରିବାର ଲୋକଙ୍କ ସହିତ ପ୍ରେମଭାବ ବଢ଼ିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।

ବୃଷ: ପୂଜାପାଠରେ ସମୟ ବିତିବ। ଆତ୍ମବିଶ୍ବାସ ବଢ଼ିବ। ସ୍କୁଲରେ ଶିକ୍ଷକ ଆପଣଙ୍କ କାମରେ ଖୁସି ହେବେ। ଆଇନଜୀବୀଙ୍କ ଲାଗି ଦିନଟି ଲାଭପ୍ରଦ। ଶୁଭରଙ୍ଗ: ମେରୁନ। ଶୁଭସ˚ଖ୍ୟା: ୩

ମିଥୁନ: ଭାବିଥିବା କାମ ସୁରୁଖୁରୁରେ ହୋଇଯିବ। ସମାଜରେ ସମ୍ମାନ ବଢ଼ିବ। ଜୀବନସାଥୀଙ୍କ ସହ ଯାତ୍ରା ସୁଖଦ ରହିବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୯।

Loading...

କର୍କଟ: କାମ ସ˚ପୂର୍ଣ୍ଣ ଲାଗି ସହକର୍ମୀଙ୍କ ସାହାଯ୍ୟ ମିଳିବ। ସୁସମ୍ବାଦ ପାଇବେ। ଛାତ୍ରଛାତ୍ରୀଙ୍କୁ ସୁଫଳ ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୧।

ସି˚ହ: ନିଜକୁ ସତେଜ ଅନୁଭବ କରିବେ। ବିନା ବାଧାବିଘ୍ନରେ କାମ ସ˚ପନ୍ନ ହେବ। ବିରୋଧୀ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୩।

କନ୍ୟା: ସମୟ ପୂର୍ବରୁ କାମ ସଂପୂର୍ଣ୍ଣ ହେବ। ପୁରୁଣା ମିତ୍ରଙ୍କ ସହିତ ଭେଟ। ବ୍ୟବସାୟରେ ଲାଭ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୨।

ତୁଳା: ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ରହିବେ। ନୂଆ ଲୋକ ଓ ବିଦେଶୀଙ୍କ ସହିତ ମିଶିବେ। ଧନଲାଭର ସୁଯୋଗ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୭।

ବିଛା: ଅନ୍ୟମାନେ ଆପଣଙ୍କ ଦ୍ବାରା ପ୍ରଭାବିତ ହେବେ। କ˚ପାନି ତରଫରୁ ବିଦେଶ ଯିବାର ସୁଯୋଗ। ମହିଳାମାନେ ସହରକୁ ଯିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।

ଧନୁ: ବହୁ ଦିନର ଇଚ୍ଛା ପୂରା ହେବ। ନୂଆ କାମରେ ରୁଚି। ଅଫିସରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଦାଂପତ୍ୟ ଜୀବନ ମଧୁର। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୫।

ମକର: ସାରା ଦିନ ଉତ୍ସାହିତ ରହି‌େବ। ନୂଆ ଚାକିରି ପାଇଁ ଖବର ଆସିପାରେ। ବ୍ୟବସାୟରୁ ଲାଭ ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

କୁମ୍ଭ: ଜୀବନସାଥୀଙ୍କ ସହଯୋଗ ପାଇବେ। ନିଜ ଯୋଜନାରେ ଲୋକଙ୍କୁ ସହମତ କରାଇନେବେ। ବ୍ୟବସାୟରେ ଧନଲାଭ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୮।

ମୀନ: ବୁଦ୍ଧିମତ୍ତାରେ କାମ କରନ୍ତୁ; ସଫଳତା ଓ ଲାଭ ପାଇବେ। ରାଜନେତାଙ୍କ ଲାଗି ଦିନଟି ବଢ଼ିଆ ରହିବ। ପୁରୁଣା ମିତ୍ରଙ୍କ ସହିତ ମିଶିବା ଲାଗି ମନ ହୋଇପାରେ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୨।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ପଡିଆକୁ ଫେରିଲେ ହାର୍ଦ୍ଦିକ : ଚୌକା-ଛକାର ବର୍ଷା କଲେ

ନୂଆଦିଲ୍ଲୀ : ଡିୱାଇ ପାଟିଲ ଟି-୨୦ କପରେ ବ୍ୟାଙ୍କ ଅଫ୍ ବରୋଦା ବିପକ୍ଷ ମ୍ୟାଚ୍ ରିଲାଏନ୍ସ-୧ ଟିମ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଶିଖର ଧାୱାନ ଆଜି ଖେଳିଛନ୍ତି ।...

ଜମାଟୋର ଏହି ଡେଲିଭରୀ ପିଲାର ଫ୍ୟାନ୍ ହେଲେ ଲୋକେ, ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡିଓ

ସୋସିଆଲ ମିଡିଆରେ ଏବେ ଜମାଟୋ ଡେଲିଭରୀ ପିଲାଙ୍କ ଏକ ଭିଡିଓ ଖୁବ୍ ଭାଇରଲ ହେବାରେ ଲାଗିଛି । ଲୋକମାନେ ଏହି ଡେଲିଭରୀ ପିଲାର ଫ୍ୟାନ ପାଲଟି ଗଲେଣି । କିନ୍ତୁ କାହିଁକି ?...

ନିର୍ଭୟା ମାମଲା : ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ଯାଚିକା ଦାଖଲ କଲେ ପବନ, ମାଗିଲେ ଏହି ସଜା

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଚତୁର୍ଥ ଦୋଷୀ ପବନ କୁମାର ଗୁପ୍ତା ଶୁକ୍ରବାର ସୁପ୍ରିମକୋର୍ଟରେ ସୁଧାରାତ୍ମକ ଯାଚିକା ଦାୟର କରି ଫାଶୀ ବଦଳରେ ଆଜୀବନ ଜେଲ୍ ସଜା ଦେବାକୁ...

ନବୀନ ନିବାସରେ ଏକାଠି ଖାଇଲେ ଶାହ, ନୀତିଶ, ମମତା, ନବୀନ, ଧର୍ମେନ୍ଦ୍ର

ଭୁବନେଶ୍ୱର : ପୂର୍ବାଞ୍ଚଳ ଆଞ୍ଚଳିକ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ । ଏଥିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

Recent Comments

>