ବ୍ରାହ୍ମଣଙ୍କୁ କ’ଣ ଦକ୍ଷିଣା ଦେବା ଆବଶ୍ୟକ ?

ନୀତିଶାସ୍ତ୍ର ଅନୁସାରେ ବ୍ରାହ୍ମଣ, ଗୁରୁଜନ, ଦେବତାଙ୍କ ପାଖକୁ କେବେହେଲେ ଖାଲି ହାତରେ ଯିବା ଉଚିତ୍ ନୁହେଁ କାରଣ ତାଙ୍କ ପାଖକୁ ଯିଏ ଖାଲି ହାତରେ ଯାଏ ସେ ଖାଲି ହାତରେ ଫେରିଆସିବାକୁ ହୋଇଥାଏ । ପୁଣି ଯଦି ଆପଣ କାହାଦ୍ୱାରା କୌଣସି କାର୍ଯ୍ୟ କରାନ୍ତି ତ ତାଙ୍କର ପାରଶ୍ରମିକ ଦେବାକୁ ପଡିଥାଏ ଓ ପୁଣି ପୂଜା ପାଠ ଆଦି ପୂଣ୍ୟ କର୍ମ କରିବା ବାଲା ବ୍ରାହ୍ମଣଙ୍କୁ ଦକ୍ଷିଣା ଦେବାପରମ ଆବଶ୍ୟକ ଅଟେ ।

Loading...
>