ଜାଣନ୍ତୁ,ବିଲେଇ ରାସ୍ତା ଅତିକ୍ରମ କଲେ ଲୋକେ ପଛକୁ ଫେରନ୍ତି କାହିଁକି

ଲୋକେ ବିଲେଇକୁ ଡାଆଣୀର ପ୍ରତିରୂପ ମନେ କରନ୍ତି । ଯଦି କାହାର ଘରେ ବିଲେଇ କାମୁଡା କାମୁଡି ହୁଅନ୍ତି ତେବେ ଲୋକେ ମନେ କରନ୍ତି ଯେ ସେହି ଘରେ ଶୀଘ୍ର ଝଗଡା ଆରମ୍ଭ ହୋଇଯିବ । ବିଲେଇ କାନ୍ଦିକା କୌଣସି ଲୋକର ମୃତ୍ୟୁ ପୂର୍ବରୁ ସୂଚନା ଦେଇଥାଏ । ଅମଙ୍ଗଳକାରୀ ରାହୁର ବାହନ ବିଲେଇ ଅଟେ । ଲୋକେ କହିଥାଆନ୍ତି ଯେ ତୋ ଉପରେ କ’ଣ ରାହୁ ଦୃଷ୍ଟି ପଡିଛି କି ଦିନକୁ ଦିନ ଶୁଖିଯାଉଛୁ । ତାତ୍ପର୍ଯ୍ୟ ଏହି ବିଲେଇ ପୂର୍ଣ୍ଣତଃ ଅଶୁଭ ସୂଚକ ଅଟେ । ବାସ୍ତବରେ ବିଲେଇ ଅପଶକୁନର ପୂର୍ବ ସୂଚନା ଦେଇଥାଏ ।

Loading...
>