ଗୋଟିଏ ବେଲପତ୍ରର ତିନୋଟି ଦଳଥାଏ କାହିଁକି ?

ଗୋଟିଏ ବେଲପତ୍ରର ତିନି ଦଲ ତିନି ଦେବତା ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ପ୍ରତୀକ ଅଟେ । ତିନି ଦଳ ତିନିଲୋକ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳକୁ ବୁଝାଏ । ବେଲପତ୍ରର ତିନି ଦଳରେ ତିନି ମହାଦେବୀ ମହାଲକ୍ଷ୍ମୀ, ମହାସ୍ୱରସ୍ୱତୀ ଓ ମହାକାଳୀଙ୍କୁ ବୁଝାଏ । ମହାଦେବ ଶଙ୍କରଙ୍କର ତ୍ରିଶୂଳ ମଧ୍ୟ ତିନି ଫାଳ ଅଟେ ଯାହାଦ୍ୱାରା ତ୍ରିଲୋକର ସଂହାର କରିବାର ଶକ୍ତି ଏଥିରେ ନିହତ ଅଛି । ତିନିଦଳ ତିନିଟି ବଡ ଋତୁର ସର୍ଦ୍ଦି, ଗରମ ଓ ବର୍ଷାକୁ ବୁଝାଇଥାଏ । ଦେଶରେ ତିନୋଟି ପବିତ୍ରନଦୀ ଗଙ୍ଗା, ଯମୁନା ଓ ସରସ୍ୱତୀକୁ ମଧ୍ୟ ବୁଝାଏ । ଏହି ତ୍ରିଶାଖା ଯୁକ୍ତ ବେଲପତ୍ର ଅନେକ ଦୃଷ୍ଟାନ୍ତର ପ୍ରତୀକ ଅଟେ ।

Loading...
>