ବିବାହ ଓ ବୈବାହିକ ଜୀବନ ରେ ସଫଳତା ପାଇଁ ଏକ ସୁନ୍ଦର ଉପାୟ

 

ଝିଅ ବିବାହ ପାଇଁ କେବଳ ଭଲ ବର ଖୋଜିବା ପର୍ଯ୍ୟାପ୍ତ ନୁହେଁ, ତାର ବୈବାହିକ ଜୀବନ ସୁଖ ଶାନ୍ତି ରେ କିଭଳି କାଟିବ ତାହା ମଧ୍ୟ ଏକ ଚିନ୍ତା ର ବିଷୟ.ତେଣୁ ବର ଖୋଜିବା ସମୟ ରେ ଏ ସବୁ ବିଷୟ କୁ ଧ୍ୟାନ ରେ ରଖିବା ଉଚିତ.ନିମ୍ନ ପ୍ରୟୋଗ ଆପଣ ଙ୍କୁ ଏହି ଚିନ୍ତା ରୁ ମୁକ୍ତି ଦେବ.

 

remedies for marriage

ଏକ ପ୍ରାଣପ୍ରତିଷ୍ଠିତ ସ୍ପଟୀକ ବା ପାରଦ ଶିବଲିଙ୍ଗ କୁ ନିଜ ପୂଜା ସ୍ଥାନ ରେ ରଖନ୍ତୁ.ଯଦି ପୂର୍ବ ରୁ ଘରେ ଅଛି ତେବେ ସେହି ଶିବଲିଙ୍ଗ କୁ ପ୍ରୟୋଗ ରେ ଲଗାନ୍ତୁ.ପ୍ରଦୋଷ (ଯେ କୌଣସି ପୂଜକ ଙ୍କୁ ପଚାରି ନେବେ )କାଳ ରେ ସ୍ନାନ ସାରି ଏକ ନଡ଼ିଆ କୁ ଲାଲୀ ସୁତା ରେ ଗୁଡ଼ାଇ ଶିବଲିଙ୍ଗ ର ବାମ ପାର୍ଶ୍ୱ ରେ ରଖନ୍ତୁ. ତା ପରେ ସୁତା ଆସନ ରେ ବସି ପ୍ରାଣପ୍ରତିଷ୍ଠିତ ରୁଦ୍ରାକ୍ଷ ମାଳା ରେ ନିମ୍ନ ମନ୍ତ୍ର 1,25000 ଜପ 40 ଦିନ ରେ ପୁର୍ଣ କରନ୍ତୁ.ଏହି ପ୍ରୟୋଗ ବିବାହ ଯୋଗ୍ୟ କନ୍ୟା ବା ତାର ମାତା  ପିତା କରି ପାରିବେ .ଏହି ପ୍ରୟୋଗ ସମୟ ରେ ସବୁଦିନ ଏକ ଫୁଲ ମାଳା  ନିଶ୍ଚୟ ଶିବଲିଙ୍ଗ ରେ ଚଢାନ୍ତୁ .ଜପ ପୁର୍ଣ ହେବ ପରେ 11 ଜଣ ଛୋଟ ଝିଅ(9 ବର୍ଷ ରୁ କମ ) ଘରେ ଭୋଜନ କରାଇ କିଛି ଉପହାର ଦିଅନ୍ତୁ.

ମନ୍ତ୍ର : ଗୌରୀପତି ମହାଦେବାୟ ମମ ମନ ଇଛିତ, ବର  ଶୀଘ୍ର|ତିଶୀଘ୍ର ପ୍ରାପ୍ତୟାର୍ଥେ ଗୌରୀୟେ ନମଃ

Loading...

 

ଏହା ସହ ଗୁରୁବାର ଏକ ବଡ ଫୁଲ ମାଳା ନେଇ ଲକ୍ଷ୍ମୀ ନାୟରାୟଣ ମନ୍ଦିର ରେ ଏଭଳି ଚଢନ୍ତୁ ଯେପରି ମାଳା ଟି ଦୁଇ ମୂର୍ତ୍ତି ଙ୍କ ଉପରେ ଚଢି ପାରିବ. ଏହା ସହ ନିଜ ମନୋକାମନା କୁହନ୍ତୁ. ସେହି ଉପାୟ ପ୍ରତି ସୋମବାର ଶିବ ମନ୍ଦିର ରେ ଯାଇ ଶିବଲିଙ୍ଗ ରେ ମଧ୍ୟ କରନ୍ତୁ . ବିବାହ ସ୍ଥିର ହେବ ପର୍ଯନ୍ତ ଏହି ଉପାୟ କରନ୍ତୁ .

Loading...
>