ପୁତ୍ର ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ ହେବ ମନୋକାମନା ପୁରଣ

astro remedies for getting a son

1. ଗର୍ଭ ର 3ମାସ ଆରମ୍ଭ ରେ ମା କୁ ଅଳ୍ପ ଜାଇଫଳ ଓ ଗୁଡା ମିଶାଇ ଶନିବାର ଦିନ ଖାଇବାକୁ ଦେବ. ନିଶ୍ଚୟ ପୁତ୍ରପ୍ରାପ୍ତି ହେବ
2.ପ୍ରତିଦିନ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରୁ ଜଣେ ସୋମବାର ଦିନ ଶିବ ମନ୍ଦିର କୁ ଯାଇ ସେଠାରେ ଶିବ ଙ୍କ ଉପରେ ଥିବା ଅକ୍ଷତ ସଂଗ୍ରହ କରି ଆଣିବ. ଏହାପରେ ସେହି ଅକ୍ଷତ କୁ ଗୁଣ୍ଡି କରି ଆଗାମୀ ସୋମବାର ପର୍ଯ୍ୟନ୍ତ କ୍ଷୀର ସହ ମିଶାଇ ପ୍ରତିଦିନ ସ୍ନାନ ପରେ ସ୍ତ୍ରୀ କୁ ଖାଇବାକୁ ଦେବ.
3.ଗୋଟିଏ ପାଚିଲା ଦାଗ ନଥିବା ଲେମ୍ବୁ ନେଇ ରସ ବାହାର କରି ସେଠି ରେ ଲୁଣ ମିଶାଇବ. ଏହି ରସ କୁ ଆଣ୍ଠୁଆ ଗୋପାଳ ଙ୍କ ଫୋଟୋ ଆଗରେ କିଛି ସମୟ ରଖିବ. ରାତି ରେ ଶୋଇବା ପୂର୍ବ ରୁ ସ୍ତ୍ରୀ ଏହି ରସ କୁ ସେବନ କରିବ ଓ ପାଟି ସହ ସହବାସ କରିବ. ଏହି ଲେମ୍ବୁ ରସ କ୍ରିୟା ଠାରେ ମାତ୍ର ପାଳନ କରିବା ଅନ୍ୟଥା ଲାଭ ବଦଳ ରେ ହାନି ର ସମ୍ଭାବନା ଥାଏ

 

Loading...
>