ଜ୍ୟୋତିଷ ଶାସ୍ତ୍ର ଉପରେ ସେଲିବ୍ରିଟଙ୍କ ମଧ୍ୟ ରହିଛି ବିଶ୍ୱାସ, ଆସନ୍ତୁ ଜାଣିବା କିଏ କେଉଁ ପ୍ରକାର ମୁଦି ପିନ୍ଧନ୍ତି

ଜ୍ୟୋତିଷରେ ରତ୍ନଶାସ୍ତ୍ରକୁ ବଡ ଭୂମିକା ମନାଯାଏ । ରତ୍ନର ପ୍ରଭାବରେ କେତେକ ଲୋକଙ୍କ ଭାଗ୍ୟ ବଦଳିଯାଇଥାଏ । ଆଜି ଆମେ ଆପଣଙ୍କୁ ବଲିଉଡ ସେଲିବ୍ରିଟ ଓ ଭାରତର ନାମୀଦାମୀ ଧନୀ ବ୍ୟକ୍ତିଙ୍କ ବିଷୟ । ନାମ, ଇଜ୍ଜତ ଓ ଟଙ୍କା ପାଇଁ ସେଲିବ୍ରିଟିମାନେ ମଧ୍ୟ ରତ୍ନ ଆଭୂଷଣର ସାହାର ନେଇଥାନ୍ତି । ଅମିତାଙ୍କଠାରୁ ଆରମ୍ଭ କରି ଅମ୍ବାନୀ ପର୍ଯ୍ୟନ୍ତ । ସେହିପରି ଶିଳ୍ପା ସେଟ୍ଟୀଙ୍କଠାରୁ ଏକତା କପୁର ପର୍ଯ୍ୟନ୍ତ ସମସ୍ତେ ହାତରେ ଏହି ମହଙ୍ଗା ରତ୍ନ ତିଆରି ମୁଦି ପିନ୍ଧିଥାନ୍ତି । ଆସନ୍ତୁ ଜାଣିବା ନିଜର ଭାଗ୍ୟ ବଦଳାଇବା ପାଇଁ କେଉଁ ସବୁ ରତ୍ନ ପିନ୍ଧନ୍ତି..


ଅମିତାଭ ବଚ୍ଚନ
ଆପଣଙ୍କ ସମସ୍ତଙ୍କର ମନେ ଥିବା ଗୋଟିଏ ସମୟରେ ବିଗ୍ ବି ଅମିତାଭ ବଚ୍ଚନଙ୍କ କଂପାନୀ ଏବିସିଏଲ ବନ୍ଦ ହେବାକୁ ବସିଥିଲା । ସେହି ସମୟରେ ଜଣେ ଜ୍ୟୋତିଷଙ୍କ ତାଙ୍କୁ ଉପଦେଶ ଦେଇଥିଲେ ନୀଲମର ଅଙ୍ଗୁଠି ପିନ୍ଧିବାକୁ । ଏହାର ପ୍ରଭାବରେ ତାଙ୍କୁ କୌନ ବନେଗା କରୋଡପତିଙ୍କ ସାହାରା ମିଳିଥିଲା । କୁହାଯାଏ ଯେ, ଏହି ସୋ ଦ୍ୱାରା ତାଙ୍କର ସମସ୍ତ କରଜ ସେ ଛୁଟି ପାରିଥିଲେ । ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ସେ କେବେ ପଛକୁ ଫେରିନାହାନ୍ତି । ନୀଲମ ବ୍ୟତୀତ ଆପଲ ଓ ପନ୍ନା ମଧ୍ୟ ସେ ପିନ୍ଧିଥାନ୍ତି । ଏହାଦ୍ୱାରା ତାଙ୍କର ସମସ୍ତ ସମସ୍ୟା ଦୂର ହୋଇଥାଏ ।


ଐଶ୍ୱର୍ଯ୍ୟ ରାୟ
ଏବେ ବିଗ୍ ବିଙ୍କ ବହୂ ଐଶଙ୍କ ବିଷୟ ଆସନ୍ତୁ ଜାଣିବା ସେ ଦୁନିଆର ସମସ୍ତ ସୁନ୍ଦରୀ ମହିଳାଙ୍କ ମଧ୍ୟରେ ଜଣେ । ନିଜର ସଫଳତା ଓ ଇଜ୍ଜତକୁ ସବୁଦିନ ପାଇଁ ରଖିବା ପାଇଁ ସେ ନିଲମର ସାହାରା ନେଇଛନ୍ତି ।


ସଞ୍ଜୟ ଦତ୍ତ
ସଞ୍ଜୁ ବାବାଙ୍କ ନାମ ସବୁବେଳେ ଚର୍ଚ୍ଚାରେ ରହିଥାଏ । କେତେବେଳେ ନିଜର ଜୀବନଶୈଳୀ ତ କେତେବେଳେ ଫିଲ୍ମ କ୍ୟାରିଅରକୁ ନେଇ ଚର୍ଚ୍ଚାରେ ଥାନ୍ତି । ସେ ମଧ୍ୟ ତାଙ୍କର ଜୀବନରେ ବହୁ ବାଧାବିଘ୍ନକୁ ସାମ୍ନା କରିଛନ୍ତି । ସେ ମଧ୍ୟ ଜ୍ୟୋତିଷଙ୍କ ସାହାର ନେଇଛନ୍ତି । ସେ ମୋଳି ଓ ପିଳା ପୁଖରାଜ ପିନ୍ଧନ୍ତି ।


ଏକତା କପୁର
ଟିଭି କୁଇନ୍ ଏକତା କପୁରଙ୍କ ମୋଦି ସବୁବେଳେ ଚର୍ଚ୍ଚାରେ ଥାଏ । ସେ ପୁଖରାଜ, ଲାଲ, ମୁଙ୍ଗା, ମୋତି ଓ ପିଳା ପୁଖରାଜର ରତ୍ନ ପିନ୍ଧନ୍ତି । ସେ ରତ୍ନ ଉପରେ ବହୁତ ଭରସା କରନ୍ତି ବୋଲି ଜଣାପଡିଛି । ଏହାଦ୍ୱାରା ତାଙ୍କର ଭାଗ୍ୟ ବଦଳିଥିବା ସେ କହନ୍ତି ।


ନୀତା ଅମ୍ବାନୀ
ନୀତା ଅମ୍ବାନୀ ଚାହିଁଲେ ଦୁନିଆର ଖୁସି କିଣିଆଣିପାରିବେ । କିନ୍ତୁ ସେ ମଧ୍ୟ ଜ୍ୟୋତିଷଙ୍କ ସାହାର ନେଇଥାନ୍ତି । ନୀତା ସବୁବେଳେ ପନ୍ନେର ଅଙ୍ଗୁଠି ପିନ୍ଧିଥାନ୍ତି ।
ଶିଳ୍ପା ସେଠୀ
ବଲିଉଡର ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଶିଳ୍ପା ଅନ୍ୟତମ । ଶିଳ୍ପା ହାତରେ ପୁଖରାଜର ମୁଦି ପିନ୍ଧନ୍ତି ।

Loading...
>