ଜାଣନ୍ତୁ, ଗୋ ସେବା କଲେ କ’ଣ ହୁଏ ?

-ଗୋରୁ ସେବା କଲେ ପରିବାରରେ ସର୍ବରିଷ୍ଟ ଖଣ୍ଡନ ହୁଏ ।
-ବତ୍ସା ସହିତ ଧେନୁଙ୍କୁ ଦେବୀ ସଦୃଶ ପୂଜା କଲେ ଲକ୍ଷ୍ମୀ ଶାନ୍ତ ହୁଅନ୍ତି । ଭଣ୍ଡାର ଧନଧାନ୍ୟରେପୂର୍ଣ୍ଣ ହୁଏ ।
-ଘରୁ ବାହାରିବା ସମୟରେ ଯୋଡି ବଳଦ ବା ବାଛୁରି ସହିତ ଗାଈଁ ଦର୍ଶନ କରିଗଲେ ଯାତ୍ରା ଶୁଭ ହୁଏ ।
– ବିନା କାରଣରେ ଗୋରୁଙ୍କୁ ମାରିଲେ ସକଳ ଅନିଷ୍ଟ ହୁଏ ।
– ଗୋମାତାଙ୍କୁ ଉପବାସ ରଖିଲେ ଦାରିଦ୍ର‌୍ୟ ବଢେ ।

Loading...
>