Home Astrology କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ–ଲୋକ କଲ୍ୟାଣ ପାଇଁଉତ୍ସାହୀ ଓ ଅନୁରାଗୀ ହେବେ । ଅଣ୍ଟା ଓ ପେଟରେ ଦରଜ କିମ୍ବା ବାୟୁବିକାର ଆଦି ଭୋଗହେବ ।ସମସ୍ୟା ସବୁର ସମାଧାନ ପାଇଁ ବାଟ ମିଳିବ । ବନ୍ଧୁ ପରିଜନ ସହଯୋଗ ମିଳିବ ।ଶୁଭରଙ୍ଗ ଗ୍ରୀନ୍‌ ।ଶୁଭଅଙ୍କ ୪ ।

ବୃଷ–ଏହିବ୍ୟକ୍ତିମାନଙ୍କ ଘାତଚନ୍ଦ୍ର ହେତୁ ଦେହପୀଡା, ମାନସୀକ, ଅସ୍ଥିରତାରହିବ । ପରିବାରରେ ସ୍ୱାସ୍ଥ୍ୟ ସମସ୍ୟା, ଉତ୍ତମ ବନ୍ଧୁସଂପର୍କ, କର୍ମ ପରିସର ବୃଦ୍ଧି, ଯାନ ବାହନରେ ଅପବ୍ୟୟ ଓ ଲୋକ ସଂପର୍କରୁ ସଫଳତା ପାଇବେ ।ଶୁଭରଙ୍ଗ ବ୍ରାଉନ୍‌ ।ଶୁଭ ଅଙ୍କ ୧ ।

ମିଥୁନ – ମାନସିକ ଅଶାନ୍ତି ଅସ୍ଥିରତା ଯୋଗୁଁ କାର୍ଯ୍ୟ ବିଫଳ ହୋଇପାରେ । ବନ୍ଧୁ ପରିବାରରେ ଅସହଯୋଗ ଓ ମତାନ୍ତର ଆସିବ । ଆନ୍ତରିକତା କମ୍‌ରହିବ । ଅର୍ଥ ଆସିବ, ବ୍ୟୟ ମଧ୍ୟ ହେବ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୪ ।

କର୍କଟ–ରାତି ୮ଘ ୨୨ମି ପର୍ଯ୍ୟନ୍ତ ଆପଣଙ୍କ ଶୁଭସମୟ ଅଛି, ମାଙ୍ଗଳିକ କାର୍ଯ୍ୟ କରିପାରିବେ ।ମନରେ ଅଶାନ୍ତି, ଅଯଥା ସମସ୍ୟା ଆଦି ଲାଗିରହିବ । ପରିବାରରେ ସ୍ନେହ-ଶ୍ରଦ୍ଧା ଅତୁଟ ରହିବ ।ଶୁଭରଙ୍ଗଲାଲ୍‌ ।ଶୁଭ ଅଙ୍କ ୮ ।

ସିଂହ –ମାନ-ସମ୍ମାନ ଓ ପ୍ରତିଷ୍ଠାବୃଦ୍ଧିଶ୍ରୀଚନ୍ଦ୍ରଭୋଗହେତୁମିଳିବ । ଉଦ୍‌ଯୋଗସିଦ୍ଧିହେବାରେବିଳମ୍ବ ଅଛି । ଦୂର ଯାତ୍ରାରେସଫଳହେବେ । ଅଣ୍ଟା ଓ ପିଠିରେବ୍ୟଥା ଭୋଗହେବ । ପାରିବାରିକ ସଂପର୍କ ସୁଖମୟ ହେବ ।ଶୁଭରଙ୍ଗ ଗ୍ରୀନ୍‌ ।ଶୁଭ ଅଙ୍କ ୬ ।

କନ୍ୟା–ବୃତ୍ତିରେ ବ୍ୟୟ ନୂତନ ଉଦ୍ୟୋଗରେ ଉତ୍ସାହହାନୀ ଘଟିବ । ପଶୁସଂପଦ ଲାଭହେବ । ଦେବ କାର୍ଯ୍ୟସଂପାଦନ କରିବେ ।ସନ୍ତାନ ସନ୍ତତିଙ୍କ କାର୍ଯ୍ୟ ନେଇ ଚିନ୍ତିତ ରହିବେ ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୧ ।

ତୁଳା–ଦିନଟି ଶୁଭଫଳ ଦାୟକ ହେବ ।ସତ ପରାମର୍ଶ ଉପରେ ବିଶ୍ୱାସ ଓ ଆତ୍ମ ପ୍ରତ୍ୟୟ ଯଥେଷ୍ଟ ରହିବା ଆବଶ୍ୟକ ।ଲୋକ ସମର୍ଥନ ଓ ସଦିଚ୍ଛା ପାଇବେ । ଦୂର ଯାତ୍ରା ଶୁଭଙ୍କର ନୁହେଁ ।ଶୁଭ ରଙ୍ଗଲାଲ୍‌ ।ଶୁଭ ଅଙ୍କ ୫ ।

ବିଛା–ସାହସିକ ପଦକ୍ଷେପ ନେଇ ସଫଳ ହେବେ । ଯାନ ବାହନ ସୁଖ ସୌଭାଗ୍ୟ ମିଳିବ । ଦୂର ଯାତ୍ରାରେ କ୍ଳାନ୍ତି ଆସିପାରେ । ନିଜର କର୍ମ ଉପରେ ଦୃଢହେବା ଓ ଆତ୍ମ ପ୍ରତ୍ୟୟ ସୃଷ୍ଟି କରିବାର ଆବଶ୍ୟକତା ଅଛି ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୯ ।

ଧନୁ – ନିଜର କାର୍ଯ୍ୟ କଳାପରେ ସୁସଂଗତ ଧାରା ରକ୍ଷା କରି ପାରିବେ ।କ୍ଷୁଦ୍ର ଶିଳ୍ପ ବା କଳା କ୍ଷେତ୍ରରେ ପାରଦର୍ଶୀହେବେ । ଧର୍ମ ଧାରଣାବଢିବ ।ଜମିଜମା କାର୍ଯ୍ୟରେ ଲାଭବାନ ହେବାର ଆଶା ଅଛି ।ଶୁଭ ରଙ୍ଗକ୍ରୀମ୍‌ ।ଶୁଭ ଅଙ୍କ ୩ ।

ମକର–କର୍ମକ୍ଷେତ୍ରରେ ବିଶୃଙ୍ଖଳିତ ସ୍ଥିତି, ଲକ୍ଷ୍ୟ ପୂରଣରେ ବିଳମ୍ବ ଓ ଉତ୍ସାହହାନୀ ହୋଇପାରେ । ଦୂର ଯାତ୍ରା ମଧ୍ୟ ଗ୍ରହଣୀୟ ନୁହେଁ । ଅର୍ଥ ଭାଗ୍ୟ ସନ୍ତୋଷ ଜନକ ହେବ ।ମିତ୍ର ସହଯୋଗ ପାଇବେ ।ଶୁଭ ରଙ୍ଗ କଫି ।ଶୁଭ ଅଙ୍କ ୭ ।

କୁମ୍ଭ -ଯେ କୌଣସି ସମସ୍ୟାରେ ଶୀଘ୍ର ସମାଧାନ କରିବେ । ଅର୍ଥାଭାବ ଓ ଅସହଯୋଗ ସାମୟିକ ବାଧା ଆଣିପାରେ । ପରିବାରରେ ଶାନ୍ତିପୂର୍ଣ୍ଣ ସହବସ୍ଥାନ ମିଳିବ । ମେସିନାରୀ ଦ୍ରବ୍ୟକ୍ରୟର ସୁଯୋଗ ପାଇବେ ।ଶୁଭରଙ୍ଗ ବ୍ରାଉନ୍‌ ।ଶୁଭ ଅଙ୍କ୫ ।

ମୀନ – ଦିନଟି ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ ।ଉତ୍ସାହ ଓ ଉଦ୍ଦୀପନା ସହିତକାର୍ଯ୍ୟ ନିର୍ବାହ କରିବେ ।ସନ୍ତାନ ସନ୍ତତିସୁଖ, ମାନସିକ ଦୃଢତା , ପରୋପକାର , ବୈଷୟିକ କ୍ଷେତ୍ରରେ ଉନ୍ନତି ଓ ମଙ୍ଗଳକାର୍ଯ୍ୟହେବ । ଶୁଭରଙ୍ଗକ୍ରୀମ୍‌ ।ଶୁଭ ଅଙ୍କ ୨ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଝିଅ ବାହାଘର ପାଇଁ ରଖିଥିଲେ, ସବୁ ଜଳିଗଲା

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ବାଉଁଶକଣ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଗତକାଲି ରାତି ୧୦ଟା ୩୦ମିନିଟରେ ଅଗ୍ନିକାଣ୍ଡ ଘଟିଥିଲା । ଅଳ୍ପକେ ବର୍ତ୍ତି ଯାଇଛନ୍ତି...

ପୁଣି ଭାରତୀୟ ବ୍ୟାଟ୍ସମ୍ୟାନ ଫେଲ : ଦ୍ୱିତୀୟ ଟେଷ୍ଟରେ ୨୪୨ରେ ଅଟକିଲା

ଖ୍ରୀଷ୍ଟଚର୍ଚ୍ଚ ୨୯।୦୨: ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ୨ଟେଷ୍ଟରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ନ୍ୟୁଜିଲାଣ୍ଡ...

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଦିନଟି ଶୁଭ ଫଳ ଦାୟକ ହେବ । ଗୃହ ଭୂମିରେ ଉନ୍ନତିି, ଉତ୍ତମ ବନ୍ଧୁ ସମ୍ପର୍କ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟ, ଅର୍ଥାଗମ, ଗୃହରେ ଅତିଥି ସମାଗମ ଓ ଦୂର...

ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପୁରୀ: ଗତକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସକାଳ ୮ଟା ୧୦ରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ...

Recent Comments

>